{
	"@metadata": {
		"authors": [
			"Ansumang",
			"Jnanaranjan Sahu",
			"MKar",
			"Odisha1",
			"Psubhashish",
			"Susant purohit",
			"ଶିତିକଣ୍ଠ ଦାଶ"
		]
	},
	"preferences": "ପସନ୍ଦ",
	"prefsnologintext2": "ନିଜର ପସନ୍ଦ ବଦଳାଇବା ପାଇଁ ଲଗ ଇନ କରନ୍ତୁ ।",
	"saveprefs": "ସାଇତିବେ [Save]",
	"tooltip-preferences-save": "ଆପଣା ପସନ୍ଦ ସାଇତିବେ",
	"savedprefs": "ଆପଣଙ୍କ ପସନ୍ଦସବୁ ସାଇତାଗଲା ।",
	"prefs-tabs-navigation-hint": "ସୂଚନା: ବାମ ଓ ଡାହାଣ ଆରୋ କି ବ୍ୟବହାର କରି ଆପଣ ଗୋଟେ ଟ୍ୟାବରୁ ଆଉ ଗୋଟେ ଟ୍ୟାବକୁ ଯାଇପାରିବ ।",
	"prefs-personal": "ସଭ୍ୟ ପ୍ରଫାଇଲ",
	"prefs-info": "ସାଧାରଣ ଜାଣିବା କଥା",
	"username": "{{GENDER:$1|Username}}:",
	"prefs-memberingroups": "{{PLURAL:$1|group|groups}}:ର {{GENDER:$2|Member}}",
	"prefs-edits": "ସମ୍ପାଦନା ସଂଖ୍ୟା:",
	"prefs-registration": "ନାମଲେଖା ବେଳା:",
	"yourrealname": "ପ୍ରକୃତ ନାମ:",
	"prefs-help-realname": "ପ୍ରକୃତ ନାମ ଦେବା ଆପଣଙ୍କ ଉପରେ ନିର୍ଭର କରେ ।\nଯଦି ଆପଣ ଏହା ଦିଅନ୍ତି, ତେବେ ଏହା ଆପଣଙ୍କ କାମ ପାଇଁ ଶ୍ରେୟ ଦେବାରେ ବ୍ୟବହାର କରାଯାଇପାରିବ ।",
	"yourpassword": "ପାସୱାର୍ଡ଼",
	"prefs-resetpass": "ପାସୱାର୍ଡ଼ ବଦଳାନ୍ତୁ",
	"passwordtooshort": "ପାସୱାର୍ଡ଼ଟି ଅତି କମରେ {{PLURAL:$1|ଗୋଟିଏ ଅକ୍ଷର|$1ଟି ଅକ୍ଷର}}ର ହୋଇଥିବା ଲୋଡ଼ା ।",
	"passwordtoolong": "ପସସ୍ୱାର୍ଡଟି {{PLURAL:$1|1 ଅକ୍ଷର|$1 ଅକ୍ଷରଗୁଡିକ}}ଠାରୁ ଅଧିକ ହୋଇ ପାରିବ ନାହିଁ ।",
	"password-name-match": "ଆପଣଙ୍କ ପାସୱାର୍ଡ଼ଟି ଆପଣଙ୍କ ଇଉଜର ନାମ ଠାରୁ ଅଲଗା ହେବା ଉଚିତ ।",
	"password-login-forbidden": "ଏହି ଇଉଜର ନାମ ଓ ପାସୱାର୍ଡ଼ର ବ୍ୟବହାରକୁ ବାରଣ କରାଯାଇଅଛି ।",
	"tog-prefershttps": "ଲଗ ଇନ ହେଲା ପରେ  ସର୍ବଦା ସୁରକ୍ଷିତ ସଂଯୋଗ  ବ୍ୟବହାର କରିବେ",
	"prefs-help-prefershttps": "ଏହି ପସନ୍ଦ ଆପଣଙ୍କ ଲଗ୍ଇନ୍ କରିବାପରେ କାର୍ଯ୍ୟକ୍ଷମ ହେବ ।",
	"prefs-i18n": "ଜଗତୀକରଣ",
	"yourlanguage": "ଭାଷା:",
	"yourgender": "ଆପଣ କେଉଁଭଳି ବଖଣାହେବାକୁ ଚାହାଁନ୍ତି?",
	"gender-unknown": "ଜଣାଇବାକୁ ଚାହେଁ ନାହିଁ",
	"gender-female": "ସେ (ନାରୀ) ଉଇକିପୃଷ୍ଠା ସମ୍ପାଦନା କରନ୍ତି",
	"gender-male": "ସେ (ପୁରୁଷ) ଉଇକିପୃଷ୍ଠା ସମ୍ପାଦନା କରନ୍ତି",
	"prefs-help-gender": "ଏହି ପସନ୍ଦ ଇଚ୍ଛାଧୀନ ।\nଆମର ସଫ୍ଟୱାର ଆପଣଙ୍କୁ ସମ୍ବୋଧନ କଲାବେଳେ ଲିଙ୍ଗବାଚକ ଶବ୍ଦ ବ୍ୟବହାର କରିଥାଏ ।\nଏହି ସୂଚନା ସମସ୍ତେ ପଢ଼ିପାରିବେ ।",
	"yourvariant": "ଭିତର ଭାଗ ବିବିଧତା:",
	"prefs-help-variant": "ଏହି ଉଇକିରେ ଥିବା ପୃଷ୍ଠାସବୁର ଦେଖଣାରେ ବ୍ୟବହାର ହୋଇପାରିବା ଭଳି ବନାନ ।",
	"prefs-signature": "ସନ୍ତକ",
	"tog-oldsig": "ଆପଣଙ୍କର ଏବେର ଦସ୍ତଖତ:",
	"yournick": "ନୂଆ ସନ୍ତକ:",
	"tog-fancysig": "ଦସ୍ତଖତକୁ ଉଇକିଟେକ୍ସଟ ଭାବରେ ଗଣିବେ (ଆପେଆପେ ଥିବା ଲିଙ୍କ ବିନା)",
	"prefs-help-signature": "ଆଲୋଚନା ପୃଷ୍ଠାରେ ଦିଆଯାଉଥିବା ମତାମତରେ \"<nowiki>~~~~</nowiki>\" ଦେଇଦେଲେ ତାହା ସେଠାରେ ଆପେ ଆପେ ଆପଣଙ୍କ ନାମ ଓ ସମୟକୁ ବଦଳିଯିବ ।",
	"badsig": "ମୂଳ ସନ୍ତକଟି ଅଚଳ ।\nHTML ଟ୍ୟାଗ ପରଖିନିଅନ୍ତୁ ।",
	"badsiglength": "ଆପଣଙ୍କ ସନ୍ତକଟି ଖୁବ ଲମ୍ବା ।\nଏହା ବୋଧ ହୁଏ $1 {{PLURAL:$1|ଗୋଟି ଅକ୍ଷର|ଗୋଟି ଅକ୍ଷର}}ରୁ ଅଧିକ ।",
	"prefs-email": "ଇ-ମେଲ ବିକଳ୍ପମାନ",
	"youremail": "ଇ-ମେଲ:",
	"prefs-setemail": "ଇ-ମେଲ ଠିକଣାଟିଏ  ଥୟ କରିବେ",
	"prefs-changeemail": "ଇ-ମେଲ ବଦଳାନ୍ତୁ",
	"prefs-help-email": "ଇ-ମେଲ ଠିକଣାଟି ଇଚ୍ଛାଧୀନ, କିନ୍ତୁ ଆପଣ ଯଦି ପାସୱାର୍ଡ଼ଟି ଭୁଲିଗଲେ ତାହା ଆଉଥରେ ତିଆରିବା ପାଇଁ ଏହା କାମରେ ଲାଗିବ ।",
	"prefs-help-email-required": "ଇ-ମେଲ ଠିକଣାଟି ଲୋଡ଼ା ।",
	"prefs-help-email-others": "ଆପଣ ନିଜର ଇ-ମେଲଟିଏ ନିଜର ସଭ୍ୟ ବା ଆଲୋଚନା ପୃଷ୍ଠାରେ ଦେଇ ଅନ୍ୟମାନଙ୍କୁ ଇ-ମେଲରେ ଯୋଗଯୋଗ କରିବାର ସୁବିଧା ଦେଇପାରିବେ ।\nଆପଣଙ୍କୁ କେହି ମେଲ କଲେ ଆପଣଙ୍କ ଇ-ମେଲ ତାହାଙ୍କୁ ଦେଖାଯିବ ନାହିଁ ।",
	"noemailprefs": "ଆପଣଙ୍କ ପସନ୍ଦ ଭିତରେ ଏକ ଇ-ମେଲ ଠିକଣା ଦିଅନ୍ତୁ ଯାହା ଏହି ସବୁ ସୁବିଧାକୁ ସଚଳ କରାଇବ ।",
	"emailnotauthenticated": "ଆପଣଙ୍କ ଇ-ମେଲ ଠିକଣାଟି ଏ ଯାଏ ଥୟ ହୋଇନାହିଁ ।\nଏହି ସବୁ ସୁବିଧାକୁ ନେଇ ଆପଣଙ୍କୁ କୌଣସି ଇ-ମେଲ ପଠାଯିବ ନାହିଁ ।",
	"emailconfirmlink": "ଆପଣଙ୍କ ଇମେଲ ଆଇ.ଡି.ଟି ଠିକ ବୋଲି ଥୟ କରନ୍ତୁ",
	"prefs-emailconfirm-label": "ଇ-ମେଲ ସଜାଣି:",
	"emailauthenticated": "$2 ତାରିଖ $3 ଘଟିକା ସମୟରେ ଆପଣଙ୍କ ଇ-ମେଲ ଠିକଣାଟି ଥୟ ହେଲା ।",
	"allowemail": "ବାକି ସଭ୍ୟମାନଙ୍କ ଠାରୁ ଆସିଥିବା ଇ-ମେଲ ସଚଳ କରାଇବେ",
	"tog-ccmeonemails": "ମୁଁ ଯେଉଁ ଇ-ମେଲ ସବୁ ଅନ୍ୟମାନଙ୍କୁ ପଠାଉଛି ସେସବୁର ନକଲ ମୋତେ ପଠାଇବେ ।",
	"tog-enotifwatchlistpages": "ମୋ ଦେଖଣାତାଲିକାରେ ଥିବା ପୃଷ୍ଠା ବା ଫାଇଲରେ କିଛି ବଦଳ ହେଲେ ମୋତେ ଇମେଲ କରିବେ",
	"tog-enotifusertalkpages": "ମୋର ଆଲୋଚନା ପୃଷ୍ଠାରେ କିଛି ବଦଳ ହେଲେ ମୋତେ ଇ-ମେଲ କରିବେ",
	"tog-enotifminoredits": "ପୃଷ୍ଠାରେ ଏବଂ ଫାଇଲଗୁଡିକରେ ଛୋଟ ଛୋଟ ବଦଳ ହେଲେ ବି ମୋତେ ଇ-ମେଲ କରିବେ",
	"tog-enotifrevealaddr": "ନୋଟିଫିକେସନ ଇମେଲରେ ମୋ ଇ-ମେଲ ଦେଖାଇବେ",
	"prefs-user-pages": "ବ୍ୟବହାରକାରୀଙ୍କର ପୃଷ୍ଠାଗୁଡିକ",
	"prefs-rendering": "ଦେଖଣା",
	"prefs-skin": "ବହିରାବରଣ",
	"skin-preview": "ସାଇତା ଆଗରୁ ଦେଖଣା",
	"prefs-common-config": "ସବୁ ଆବରଣ ପାଇଁ ବଣ୍ଟା ହୋଇଥିବା CSS/JavaScript:",
	"prefs-custom-css": "ମନମୁତାବକ CSS",
	"prefs-custom-js": "ମନମୁତାବକ JavaScript",
	"prefs-dateformat": "ତାରିଖ ସଜାଣି",
	"datedefault": "କୌଣସି ପସନ୍ଦ ନାହିଁ",
	"prefs-timeoffset": "ସମୟ ଆରମ୍ଭ",
	"servertime": "ସର୍ଭର ସମୟ:",
	"localtime": "ସ୍ଥାନୀୟ ସମୟ:",
	"timezonelegend": "ସମୟ ମଣ୍ଡଳ:",
	"timezoneuseserverdefault": "ଉଇକିର ଆପେଆପେ ଆସୁଥିବା ($1) ବ୍ୟବହାର କରିବେ",
	"timezoneuseoffset": "ବାକି (ଅଫସେଟ ସ୍ଥିର କରନ୍ତୁ)",
	"guesstimezone": "ବ୍ରାଉଜରରୁ ଭରିଦିଅନ୍ତୁ",
	"timezoneregion-africa": "ଆଫ୍ରିକା",
	"timezoneregion-america": "ଆମେରିକା",
	"timezoneregion-antarctica": "ଆଣ୍ଟାର୍କଟିକା",
	"timezoneregion-arctic": "ସୁମେରୁ",
	"timezoneregion-asia": "ଏସିଆ",
	"timezoneregion-atlantic": "ଆଟଲାଣ୍ଟିକ ମହାସାଗର",
	"timezoneregion-australia": "ଅଷ୍ଟ୍ରେଲିଆ",
	"timezoneregion-europe": "ଇଉରୋପ",
	"timezoneregion-indian": "ଭାରତୀୟ ମହାସାଗର",
	"timezoneregion-pacific": "ପ୍ରଶାନ୍ତ ମହାସାଗର",
	"prefs-files": "ଫାଇଲ",
	"imagemaxsize": "ଛବି ଆକାର ସୀମା:<br />''(ଫାଇଲ ବିବରଣୀ ପୃଷ୍ଠାମାନଙ୍କ ନିମନ୍ତେ)''",
	"thumbsize": "ନଖଦେଖଣା ଆକାର:",
	"prefs-diffs": "ତଫାତସବୁ",
	"tog-diffonly": "ତୁଳନା ତଳେ ପୃଷ୍ଠାର ଭିତର ଭାଗ ଦେଖାନ୍ତୁ ନାହିଁ",
	"tog-norollbackdiff": "ପଛକୁ ଫେରାଇଲାପରେ ତୁଳନା ଦେଖାନ୍ତୁ ନାହିଁ",
	"prefs-advancedrendering": "ଉନ୍ନତ ବିକଳ୍ପସମୂହ",
	"tog-underline": "ଲିଙ୍କତଳେ ଗାର ଟାଣିବା:",
	"underline-default": "ବ୍ରାଉଜର କିମ୍ବା ସ୍କିନରେ ଆଗରୁ ଥିବା ସୁବିଧା",
	"underline-never": "କେବେନୁହେଁ",
	"underline-always": "ସବୁବେଳେ",
	"tog-showhiddencats": "ଲୁଚାଯାଇଥିବା ଶ୍ରେଣୀଗୁଡ଼ିକ ଦେଖାଇବେ",
	"prefs-editing": "ସମ୍ପାଦନା",
	"prefs-advancedediting": "ସାଧାରଣ ବିକଳ୍ପ",
	"tog-editsectiononrightclick": "ବିଭାଗ ନାମରେ ଡାହାଣ କ୍ଲିକ କରି ବିଭାଗ ସମ୍ପାଦନାକୁ ସଚଳ କରିବେ",
	"tog-editondblclick": "ଦୁଇଥର କ୍ଲିକରେ ପୃଷ୍ଠା ବଦଳାଇବେ",
	"prefs-editor": "ସମ୍ପାଦକ",
	"editfont-style": "ଫଣ୍ଟ ଶୈଳୀକୁ ବଦଳାଇବେ:",
	"editfont-monospace": "ମନୋସ୍ପେସ ଥିବା ଫଣ୍ଟ",
	"editfont-sansserif": "ସାନ୍ସ-ସେରିଫ ଫଣ୍ଟ",
	"editfont-serif": "ସେରିଫ ଫଣ୍ଟ",
	"tog-minordefault": "ସବୁଯାକ ସମ୍ପାଦନାକୁ ଆପେ ଛୋଟ ବଦଳ ଭାବରେ ସୂଚିତ କରିବେ",
	"tog-forceeditsummary": "ଖାଲି ସମ୍ପାଦନା ସାରକଥାକୁ ଯିବା ବେଳେ ମୋତେ ଜଣାଇବେ",
	"tog-useeditwarning": "ଯେତେବେଳେ ମୁଁ ଗୋଟିଏ ସାଇତାଯାଇନଥିବା ପୃଷ୍ଠାକୁ ବନ୍ଦ କରିଦିଏ ମୋତେ ଚେତାବନୀ ଦେବେ",
	"prefs-preview": "ଦେଖଣା",
	"tog-previewonfirst": "ପ୍ରଥମ ବଦଳର ଦେଖଣା ଦେଖାଇବେ",
	"tog-previewontop": "ଏଡ଼ିଟ ବାକ୍ସ ଆଗରୁ ଦେଖଣା ଦେଖାଇବେ",
	"tog-uselivepreview": "ପୃଷ୍ଠା ଲୋଡ଼ ନ କରି ଦେଖଣା ଦେଖାନ୍ତୁ",
	"prefs-rc": "ନଗଦ ବଦଳ",
	"prefs-displayrc": "ଦେଖଣା ବିକଳ୍ପ",
	"recentchangesdays": "ନଗଦ ବଦଳରେ ଦେଖାଇବା ପାଇଁ ବାକିଥିବା ଦିନ:",
	"recentchangesdays-max": "ସବୁଠାରୁ ଅଧିକ ହେଲେ $1 {{PLURAL:$1|ଦିନ|ଦିନ}}",
	"recentchangescount": "ଆପେଆପେ ଦେଖାଯାଉଥିବା ବଦଳର ସଂଖ୍ୟା:",
	"prefs-help-recentchangescount": "ଏଥିରେ ନଗଦ ବଦଳ, ପୃଷ୍ଠାର ଇତିହାସ ଓ ଲଗ ଇତିହାସ ରହିଅଛି ।",
	"prefs-advancedrc": "ଉନ୍ନତ ବିକଳ୍ପସମୂହ",
	"tog-usenewrc": "ନଗଦ ବଦଳରେ ପୃଷ୍ଠା ଅନୁଯାୟୀ ଗୋଷ୍ଠୀ ବଦଳ ଏବଂ ଦେଖଣା",
	"tog-hideminor": "ନିକଟରେ ହୋଇଥିବା ଛୋଟ ବଦଳସବୁକୁ ଲୁଚାଇବେ",
	"tog-hidecategorization": "ପୃଷ୍ଠାସବୁର ଶ୍ରେଣୀବିଭାଗ ଲୁଚାନ୍ତୁ",
	"tog-hidepatrolled": "ନଗଦ ବଦଳରେ ନିରିକ୍ଷଣ କରାଯାଇଥିବା ବଦଳ ସବୁକୁ ଲୁଚାଇବେ",
	"tog-newpageshidepatrolled": "ନୂଆ ପୃଷ୍ଠାତାଲିକାରୁ ପରଖା ହୋଇଥିବା ବଦଳସବୁକୁ ଲୁଚାଇବେ",
	"tog-shownumberswatching": "ଦେଖୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ଦେଖାନ୍ତୁ",
	"prefs-watchlist": "ଦେଖଣା ତାଲିକା",
	"prefs-editwatchlist": "ଦେଖାତାଲିକା ବଦଳାଇବେ",
	"prefs-editwatchlist-label": "ଆପଣଙ୍କ ଦେଖାତାଲିକାକୁ ବଦଳାଇବେ:",
	"prefs-editwatchlist-edit": "ଆପଣଙ୍କ ଦେଖାତାଲିକାରେ ଥିବା ଶିରୋନାମା ଗୁଡିକୁ ଦେଖିବେ ଏବଂ କାଢିଦେବେ",
	"prefs-editwatchlist-raw": "ସଜ ଦେଖାତାଲିକା ବଦଳାଇବେ",
	"prefs-editwatchlist-clear": "ଆପଣଙ୍କ ଦେଖାତାଲିକା ସଫା କରିଦେବେ",
	"prefs-displaywatchlist": "ଦେଖଣା ବିକଳ୍ପ",
	"prefs-watchlist-days": "ଦେଖଣା ତାଲିକାରେ ଦେଖାଯିବା ଦିନ:",
	"prefs-watchlist-days-max": "ସବୁଠାରୁ ଅଧିକ ହେଲେ $1 {{PLURAL:$1|ଦିନ|ଦିନ}}",
	"prefs-watchlist-edits": "ବଢ଼ନ୍ତା ଦେଖଣା ତାଲିକାରେ ଦେଖିହେବା ଭଳି ସବୁଠାରୁ ଅଧିକ ବଦଲ:",
	"prefs-watchlist-edits-max": "ସବୁଠାରୁ ଅଧିକ ସଂଖ୍ୟା: ୧୦୦",
	"prefs-advancedwatchlist": "ଉନ୍ନତ ବିକଳ୍ପସମୂହ",
	"tog-extendwatchlist": "କେବଳ ନଗଦ ହିଁ ନୁହେଁ, ସବୁଯାକ ବଦଳକୁ ଦେଖାଇବା ପାଇଁ ଦେଖଣାତାଲିକାକୁ ପୂରା ଦେଖାଇବେ",
	"tog-watchlisthideminor": "ଦେଖଣା ତାଲିକାରେ ଛୋଟ ଛୋଟ ବଦଳ ଗୁଡ଼ିକ ଲୁଚାଇବେ",
	"tog-watchlisthidebots": "ଦେଖଣା ତାଲିକାରେ ସ୍ୱୟଂଚାଳକ (Bot)ର ସମ୍ପାଦନାମାନ ଲୁଚାଇବେ",
	"tog-watchlisthideown": "ମୋ ଦେଖଣା ତାଲିକାରେ ମୋ ନିଜର ସମ୍ପାଦନାଗୁଡ଼ିକ ଲୁଚାଇବେ",
	"tog-watchlisthideanons": "ଅଜଣା ସଭ୍ୟମାନଙ୍କ ଦେଇ କରାହୋଇଥିବା ବଦଳଗୁଡ଼ିକ ଲୁଚାଇବେ",
	"tog-watchlisthideliu": "ଲଗ ଇନ କରିଥିବା ସଭ୍ୟମାନଙ୍କ ଦେଇ କରାହୋଇଥିବା ବଦଳଗୁଡ଼ିକ ଲୁଚାଇବେ",
	"tog-watchlistreloadautomatically": "ବଛା ବଦଳାଗଲା ମାତ୍ରେ ଦେଖଣା ତାଲିକାଟି ଆପେଆପେ ଦେଖାନ୍ତୁ (ଜାଭାସ୍କ୍ରିପ୍ଟ ଲୋଡ଼ା)",
	"tog-watchlisthidecategorization": "ପୃଷ୍ଠାସବୁର ଶ୍ରେଣୀବିଭାଗ ଲୁଚାନ୍ତୁ",
	"tog-watchlisthidepatrolled": "ମୋ ଦେଖଣା ତାଲିକାରୁ ପରଖା ଯାଇଥିବା ସମ୍ପାଦନାଗୁଡ଼ିକ ଲୁଚାଇବେ",
	"tog-watchdefault": "ମୁଁ ବଦଳେଇଥିବା ପୃଷ୍ଠା ଏବଂ ଫାଇଲଗୁଡ଼ିକୁ ମୋର ଦେଖଣାତାଲିକାରେ ଯୋଡ଼ନ୍ତୁ",
	"tog-watchmoves": "ମୁଁ ଘୁଞ୍ଚାଇଥିବା ପୃଷ୍ଠା ଏବଂ ଫାଇଲଗୁଡ଼ିକୁ ମୋର ଦେଖଣାତାଲିକାରେ ଯୋଡ଼ନ୍ତୁ",
	"tog-watchdeletion": "ମୁଁ ଲିଭାଇଥିବା ପୃଷ୍ଠା ଏବଂ ଫାଇଲଗୁଡ଼ିକୁ ମୋର ଦେଖଣାତାଲିକାରେ ଯୋଡ଼ନ୍ତୁ",
	"tog-watchcreations": "ମୋ ତିଆରି ପୃଷ୍ଠାସବୁକୁ ଏବଂ ମୋ ଅପଲୋଡ଼ଗୁଡ଼ିକୁ ମୋର ଦେଖଣାତାଲିକାରେ ଯୋଡ଼ନ୍ତୁ",
	"tog-watchuploads": "ମୋ ଦେଖଣାତାଲିକାରେ ମୁଁ ଅପଲୋଡ଼ କରୁଥିବା ନୂଆ ଫାଇଲ ଯୋଡ଼ନ୍ତୁ",
	"tog-watchrollback": "ମୁଁ ପଛକୁ ଫେରାଇଦେଇଥିବା ମୋ ଦେଖଣାତାଲିକାର ପୃଷ୍ଠାସବୁକୁ ଯୋଡ଼ନ୍ତୁ",
	"prefs-tokenwatchlist": "ଟୋକନ୍‌",
	"prefs-watchlist-token": "ଦେଖଣା ତାଲିକା ଟୋକନ:",
	"prefs-searchoptions": "ଖୋଜିବେ",
	"prefs-advancedsearchoptions": "ଉନ୍ନତ ବିକଳ୍ପସମୂହ",
	"prefs-reset-intro": "ଆପଣ ଏହି ପୃଷ୍ଠାଟି ବ୍ୟବହାର କରି ଆପଣା ପସନ୍ଦସବୁକୁ ସାଇଟର ଆରମ୍ଭରେ ଥିବା ସଜାଣିକୁ ଲେଉଟାଇଦେଇପାରିବେ ।\nଏହାକୁ ପଛକୁ ଫେରାଯାଇପାରିବ ନାହିଁ",
	"restoreprefs": "(ସମସ୍ତ ସ୍ଥାନରେ) ଆରମ୍ଭରୁ ଥିବା ମୂଳ ସଜାଣିକୁ ଫେରିଯିବେ"
}
